logo

ଧର୍ମେନ୍ଦ୍ର ପ୍ରଧାନ ଓ ଭି କେ ପାଣ୍ଡିୟାନ ଙ୍କ ମଧ୍ଯ ରେ ତୁ ତୁ ମେ ମେ । ଦିନକୁଦିନ ରୋମାଞ୍ଚକର ହେଉଛି BJP ଓ BJD ଲଢେଇ। ମୋଦି ଙ୍କ ସଶକ୍ତ ବିକଶିତ ଭାରତ ଓ ସ୍ୱାବଲମ୍ବୀ ଓଡ଼ିଆ ନାରା ଏବଂ ନବିନ ପଟ୍ଟନାୟକ ଙ୍କ ସମୃଦ୍ଧ ଓଡିଶା ମୋ ଓଡ଼ିଶା ର ଆହ୍ଵାନ।

ଓଡ଼ିଶାରେ ଶାସକ ବିଜେଡି କୁ ଚଳିତବର୍ଷ ଭାଜପା କଡା ଟକ୍କର ଦେବାକୁ ଆପ୍ରାଣ ଉଦ୍ୟମ ଚଳାଇଛି ।ପ୍ରାୟ ସମସ୍ତ 21 ଟି ଲୋକସଭା ଆସନରେ bjd ସହ bjp ର କଡା ମୁକାବିଲା। ବିପର୍ଯ୍ୟସ୍ତ କଂଗ୍ରେସ ଦଳ ସାଂଗଠନିକ କଳହ, ଦଳୀୟ ପାଣ୍ଠିର ଅଭାବ ଓ ଦୃଢ ନେତୃତ୍ବ ଅଭାବ ରୁ ଦିଶାହୀନ ଥିବାର ସୁଯୋଗ ରେ BJP ନିଜ କୁ ଦୃଢ ଭାବେ ଓଡିଶାର ଜନସାଧାରଣଙ୍କ ନିକଟରେ ଏକ ବିକଳ୍ପ ଭାବେ ଉପସ୍ଥାପିତ କରିସାରିଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଓ ଡବଲଇଞିନ ସରକାର ବିକଳ୍ପ ସହ ଏକ ସମୃଦ୍ଧ ଓଡଶା ଗଠନ ଓ ଅନ୍ଯପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଓ ଦୀର୍ଘ 25 ବର୍ଷ ତମାମ ଲୋକ ମାନଙ୍କୁ ସମସ୍ତ ପ୍ରକାରର ସେବା,ସୁବିଧା ଓ ମୌଳିକ ଆବଶ୍ୟକତା କୁ ନିଷ୍ଠାର ସହ ଯୋଗାଇ ରାଜ୍ୟର ଆବାଳ ବୃଦ୍ଧ ବନୀତା ଙ୍କ ଅତ୍ୟନ୍ତ ପ୍ରୀୟ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ ଚଳିତ ସାଧାରଣ ନିର୍ବାଚନର ରୋମାଞ୍ଚ ବଢାଇ ଦେଇଛି ।

2
400 views